ପୂଜା ଛୁଟି ପରେ ସ୍କୁଲ ଖୋଲିବ? ପରିସର ପରିଷ୍କାର କରନ୍ତୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ପୂଜା ଛୁଟି ପରେ ସ୍କୁଲ ଖୋଲିବ? ପରିସର ପରିଷ୍କାର କରନ୍ତୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଖୋଲିବା ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ କ୍ୟାମ୍ପସ ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ। ଶିକ୍ଷକ ହେଡ଼ କ୍ୱାର୍ଟର ଛାଡି ନଯିବାକୁ କୁହାଯାଇଛି ।