ବଦଳିଲେ ୩ ଜେଲର ସୁପରିଟେଣ୍ଡେଣ୍ଟ

ବଦଳିଲେ ୩ ଜେଲର ସୁପରିଟେଣ୍ଡେଣ୍ଟ

ଭୁବନେଶ୍ବର: ଭୁବନେଶ୍ବର, ପୁରୀ, ବଲାଙ୍ଗୀର ଜେଲର ସୁପରିଟେଣ୍ଡେଣ୍ଟ । ଭୁବନେଶ୍ବର ଝାରପଡା ଜେଲର ନୂଆ ସୁପରିଟେଣ୍ଡେଣ୍ଟ ହେଲେ ସରୋଜ କୁମାର ବିଶ୍ବାଳ, ବଲାଙ୍ଗୀରର ଧୀରେନ୍ଦ୍ର ନାଥ ମାରିକ , ପୁରୀ ଜେଲର ସୁପରିଟେଣ୍ଡେଣ୍ଟ ହେଲେ ଉର୍ମିଳା ମିଂଜ ।