୫ ବର୍ଷର ବାଳକ ନୀଳମଣି ନାୟକ, ଦମକଳ ବାହିନୀର ଉଦ୍ଧାର

୫ ବର୍ଷର ବାଳକ ନୀଳମଣି ନାୟକ, ଦମକଳ ବାହିନୀର ଉଦ୍ଧାର

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗ୍ରାମ ନିକଟସ୍ଥ ଲକ୍ଷ୍ମୀନାଳ ରେ ଗାଧୋଇଲା ବେଳେ ପଥରସନ୍ଧିରେ ଫସି ରହିଥିଲା ୫ ବର୍ଷର ବାଳକ ନୀଳମଣି ନାୟକ, ଦମକଳ ବାହିନୀ ଦୁଇଘଣ୍ଟା ରୁ ଅଧିକ ଧରି ପରିଶ୍ରମ କରିବା ପରେ ଉଦ୍ଧାର ହେଲେ ଯୁବକ ।

ନିଜ ସାଂଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲା, କିନ୍ତୁ ପାଣିରେ ଭାସି ଯାଇ ପଥର ଖୋଲରେ ଲାଗି ଗଲା, ଏହା ପରେ ଦମକଳକୁ ଖବର ଦିଆଯାଇଥିଲା, ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ ପରେ ଅକ୍ଷତ ଉଦ୍ଧାର ହେଲା ବାଳକ ।