ବିରଳ କଇଁଛ ଉଦ୍ଧାର

ବିରଳ କଇଁଛ ଉଦ୍ଧାର

ପଶ୍ଚିମବଙ୍ଗ: ବର୍ଦ୍ଧମାନ ଜିଲ୍ଲାର ଏକ ପୋଖରୀରୁ ସମ୍ପୂର୍ଣ ହଳଦୀ ରଙ୍ଗର ଏକ ବିରଳ କଇଁଛ ମିଳିଛି।ଏହି ଜାତୀୟ କଇଁଛ ମିଳିବାରେ ଏହା ଦ୍ୱିତୀୟ ଘଟଣା।ପ୍ରଥମେ ଓଡ଼ିଶା, ବାଲେଶ୍ୱର ର ଏକ ଗ୍ରାମରୁ ଏଭଳି ଏକ କଇଁଛ ଉଦ୍ଧାର କରାଯାଇଥିଲା।