ବାତ୍ୟା ପରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ

ବାତ୍ୟା ପରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ

ବାତ୍ୟା ପରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ରାସ୍ତାରେ ପଡିଥିବା ଗଛକୁ କାଟି ହଟାଉଛନ୍ତି ଓଡ୍ରାଫ ଟିମ୍ ଏନଡିଆରଏଫ ଟିମ୍ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତ ଅବରୋଧ ହୋଇଥିଲା  ରାସ୍ତା ମଝିରେ କିଛି ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଗଛ କଟାଯାଇ ଯୋଗାଯୋଗ ସ୍ୱାଭାବିକ କରାଯାଉଛି ମୋଟାମୋଟି ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି