ହସ୍ପିଟାଲରେ ଭର୍ତ୍ତିହେଲେ ସଚିନ୍ ତେନ୍ଦୁଲକର

ହସ୍ପିଟାଲରେ ଭର୍ତ୍ତିହେଲେ ସଚିନ୍ ତେନ୍ଦୁଲକର

ମୁମ୍ବାଇ ୨/୪: ହସ୍ପିଟାଲରେ ଭର୍ତ୍ତିହେଲେ କ୍ରିକେଟର କିମ୍ୱଦନ୍ତୀ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କରୋନା ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସଚିନ୍ । ସେ ଖୁବଶ୍ରୀଘ୍ର ଘରକୁ କମବ୍ୟାକ୍ କରିବେ ବୋଲି ଦୃଢତାର ସହ ଟ୍ୱିଟରେ ଜଣାଇଛନ୍ତି । ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସା କରାଉଛି । ଆପଣଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ୬ ଦିନ ତଳେ କରୋନାରେ ସଂକ୍ରମିତ ହୋଇ ନିଜ ଘରେ କ୍ୱାରେଣ୍ଟାଇନରେ ରହୁଥିଲେ ।