ବଦଳିଲେ ବିଏମସି କମିଶନର! ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସ୍ଥାନକୁ ଗଲେ ସଞ୍ଜୟ ସିଂ

ବଦଳିଲେ ବିଏମସି କମିଶନର! ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସ୍ଥାନକୁ ଗଲେ ସଞ୍ଜୟ ସିଂ

ଭୁବନେଶ୍ୱର: ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ବୈଷୟିକ ଶିକ୍ଷା ଅତିରିକ୍ତ ଦାୟିତ୍ୱ । ପୂର୍ତ୍ତ ସଚିବ କ୍ରୀଶନ କୁମାରଙ୍କୁ ଅତିରିକ୍ତ ଇଡ଼କୋ ସିଏମଡି ଦାୟିତ୍ୱ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଦାୟିତ୍ୱ ଦିଆଯାଇଛି । ସୂଚନା ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ହେଲେ ନୂତନ ବିଏମସି କମିଶନର ।