ନଭେମ୍ବରରେ ସ୍କୁଲ ଖୋଲିବ

ନଭେମ୍ବରରେ ସ୍କୁଲ ଖୋଲିବ

ଭୁବନେଶ୍ୱର: ଗତକାଲି ମୁଁ ବିଭାଗୀୟ ବୈଠକ ନେଇଛି। ଏଥିରେ ପାଞ୍ଚଟି ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି। Draft stageରେ SOP ଅଛି। ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲାପାଳ ଓ DEOଙ୍କ ସହ ଆଲୋଚନା କରିବୁ। 30 ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହୋଇଛି। ଆଉ ଅଧିକ ହ୍ରାସ ହେବ ନାହିଁ। ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ calender ପ୍ରସ୍ତୁତ ହେବ। ନବମରୁ ଦ୍ୱାଦଶ ଯାଏ ସମ୍ପୁର୍ଣ୍ଣ କ୍ଲାସ ହେବ। ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, online ଶିକ୍ଷା ବ୍ୟବସ୍ଥା କରାଯିବ। ସମୀର ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ