ବରିଷ୍ଠ ଆକାଉଣ୍ଟାଣ୍ଟ ଗୃହରେ ଦୁର୍ନୀତି ବିଭାଗର ଚଡାଉ

ବରିଷ୍ଠ ଆକାଉଣ୍ଟାଣ୍ଟ ଗୃହରେ ଦୁର୍ନୀତି ବିଭାଗର ଚଡାଉ

ନବରଙ୍ଗପୁର: ନିୟନ୍ତ୍ରିତ ବଜାର କମିଟିର ଏକାଉଣ୍ଟ ଅଶୋକ କୁମାର ନନ୍ଦଙ୍କ ଘରେ ଦୁର୍ନୀତି ବିଭାଗର ଚଡାଉ l ସହରର ଥିବା 3 ଟି ସ୍ଥାନରେ ଥିବା ଗୃହ ଉପରେ ଦୁର୍ନୀତି ବିଭାଗ ଚଡାଉ ଜାରି ରଖିଛନ୍ତି l