ଆଜି ରତ୍ନଭଣ୍ଡାର SOP

ବିବାର ଖୋଲପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା । କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ସ୍ପଷ୍ଟ ହେବ । ରତ୍ନଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ନିର୍ଦ୍ଧାରଣ କରାଯିବ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଓ ତାହା ଲୋକଙ୍କୁ ଜଣାଯିବ।