ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା। କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ର ଥିଓରି ଆରମ୍ଭ।

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା। କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ର ଥିଓରି ଆରମ୍ଭ।

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା। କଳା, ବିଞ୍ଜାନ, ବାଣିଜ୍ଯ ଓ ଧନ୍ଦାମୂଳକ ର ଥିଓରି ଆରମ୍ଭ। ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା। ପରୀକ୍ଷା ପାଇଁ ସାରା ରାଜ୍ଯ ରେ ୧୮୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ୧୩୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କୋଭିଡ୍ ୧୯ ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ। ପରୀକ୍ଷା କେନ୍ଦ୍ର କୁ ଆସିବା ସମୟରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ଼ ଓ ଫଟୋ ପରିଚୟ ପତ୍ର ଆଣିବେ। ମାସ୍କ ପିନ୍ଧିବେ। ସାମାଜିକ ଦୂରତା ମାନିବେ। ପରୀକ୍ଷା କେନ୍ଦ୍ର କୁ ପ୍ରବେଶ ସମୟରେ ଗେଟ ନିକଟରେ ଯେପରି ଭିଡ ନହୁଏ ସେଥିପ୍ରତି ନଜର ରଖିବେ ପରୀକ୍ଷା କେନ୍ଦ୍ର ର ଅଧିକାରୀ।