ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନିଙ୍କ ପ୍ରେସ ମିଟ

ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନିଙ୍କ ପ୍ରେସ ମିଟ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନିଙ୍କ ପ୍ରେସ ମିଟ ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି ।  ବାଲେଶ୍ଵର 70.69 %
ତିର୍ତ୍ତଳ ରେ 69.66 % ଗତଥର ନିର୍ବାଚନରେ ହୋଇଥିବା ପୁଲିଂ ବାଲେଶ୍ଵର 71.29% ତିର୍ତ୍ତଳ 74.09% ପୋଷ୍ଟାଲ ଵାଲାଟରେ ଭୋଟ ଦେଇଛନ୍ତି ।
3193 ଲୋକ ତିର୍ତ୍ତଲରେ ଭୋଟ ଦେଇଛନ୍ତି – ତନ୍ମଧ୍ୟରୁ 104 କୋଭିଡ ପେସେଣ୍ଟ 1631 ଲୋକ ପୋଷ୍ଟାଲରେ ବାଲେଶ୍ଵରରେ ଭୋଟ ଦେଇଥିଲେ – ତନ୍ମଧ୍ୟରୁ 6 ଜଣ କୋଭିଡ ପେସେଣ୍ଟ ଗତକାଲି ଶେଷ ଏକ ଘଣ୍ଟାରେ 23 ଜଣ କୋଭିଡ ପେସେଣ୍ଟ ତିର୍ତ୍ତଳରେ ଭୋଟ ଦେଇଛନ୍ତି ବାଲେଶ୍ଵରରେ 28 ଜଣ କୋଭିଡ ପେସେଣ୍ଟ ଭୋଟ ଦେଇଛନ୍ତି ।

ବାଲେଶ୍ଵର ଟାଉନରେ 124 ଭୋଟର ବର୍ଜନ କରିଛନ୍ତି । ବ୍ରିଜ ନିର୍ମାଣ ପ୍ରସଙ୍ଗ ଗତ ନିର୍ବାଚନରେ ଯେତିକି ପୁଲିଂ ହୋଇଥିଲା ଚଳିତ ଥର ଆମେ ପାଖାପାଖି ସେତିକିରେ ପହଞ୍ଚିଛୁ । ଈଭିଏମ ଯେଉଁଠି ରହିଛି ସେଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।