ପୁରୀ ଚନ୍ଦନପୁର ପୁଲିସକୁ ସଫଳତା

ପୁରୀ ଚନ୍ଦନପୁର ପୁଲିସକୁ ସଫଳତା

ପୁରୀ: ନାକା ଚେକିଂ ବେଳେ ବ୍ରାଉନ ସୁଗାର ନେଇ ଯାଉଥିବା କାରକୁ ଧରିଲା । ଭୁବନେଶ୍ୱରରୁ ପୁରୀକୁ ବ୍ୟବସାୟୀଙ୍କୁ ଦେବାକୁ ଆସୁଥିଲା ବ୍ରାଉନସୁଗାର । ୩ ଜଣ ବ୍ୟବସାୟୀ ଗିରଫ ଓ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ । ବ୍ୟବସାୟରେ ବ୍ୟବହୃତ ଏକ କାର ଜବତ । ଗିରଫ ମଧ୍ୟରୁ ୪ ବ୍ୟବସାୟୀ ବାଲେଶ୍ୱରର ଓ ଜଣେ ପୁରୀ କୁମ୍ଭାରପଡା ଥାନା ନରେନ୍ଦ୍ରକୋଣର ।