ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ବାଲାଷ୍ଟିକ କ୍ଷେପଣାସ୍ତ୍ର K-15ର ସଫଳ ପରୀକ୍ଷଣ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ବାଲାଷ୍ଟିକ କ୍ଷେପଣାସ୍ତ୍ର K-15ର ସଫଳ ପରୀକ୍ଷଣ ।

ବାଲେଶ୍ୱର:  ବାଲେଶ୍ବର ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବାଲେଷ୍ଟିକ କ୍ଷେପଣାସ୍ତ୍ର K-15 । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବଦୁଲ କଲାମ ଦ୍ବୀପରୁ ଉତ୍‌କ୍ଷେପଣ । ୪ନଂ ଲଞ୍ଚପ୍ୟାଡରୁ ୧୨ଟା ୧୦ରେ ହେଲା ଉତକ୍ଷେପଣ ।