ଚାନ୍ଦିପୁର 3 ନମ୍ବର ଲଞ୍ଚପ୍ୟାଡ ରୁ ବ୍ରହ୍ମସ ମିସାଇଲ ର ସଫଳ ପରୀକ୍ଷଣ

ଚାନ୍ଦିପୁର 3 ନମ୍ବର ଲଞ୍ଚପ୍ୟାଡ ରୁ ବ୍ରହ୍ମସ ମିସାଇଲ ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର 3 ନମ୍ବର ଲଞ୍ଚପ୍ୟାଡ ରୁ ବ୍ରହ୍ମସ ମିସାଇଲ ର ବ୍ୟବହାରିକ ପରୀକ୍ଷଣ । ସକାଳ 10 ଟା 25 ରେ ହେଲା ଉତ୍ତକ୍ଷେପଣ ଭାରତ ରୁଷ ମିଳିତ ଉଦ୍ୟମରେ ବ୍ରହ୍ମସ ମିସାଇଲ ତିଆରି । ଭାରତର ବ୍ରହ୍ମପୁତ୍ର ଓ ରୁଷିଆ ଟ ମକ୍ସଭା ନଦୀ ନାମ କୁ ନେଇ ବ୍ରହ୍ମସ ର ନାମକରଣ କରାଯାଇଛି ।

ଏକ ବିସ୍ତୃତ ରେଞ୍ଜ ବ୍ରାହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ DRDO ଭାରତକୁ ଅଭିନନ୍ଦନ | ଏକ ସ୍ୱଦେଶୀ ବୁଷ୍ଟର୍ ସହିତ ଏହି କ୍ଷେପଣାସ୍ତ୍ର ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ଦୃ ଶକ୍ତିଶାଳୀ କରିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି।