ତ୍ରାହି ଅଚ୍ୟୁତ୍‌ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହୋଇଛି

ତ୍ରାହି ଅଚ୍ୟୁତ୍‌ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହୋଇଛି

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ୍‌ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ଯୋଗୁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ଆଶ୍ରମରେ କେଳେଙ୍କାରୀ ଅଭିଯୋଗ ନେଇ ୨୦୧୫ରେ ଗିରଫ ହୋଇଥିଲେ ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବା।