ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

ନୂଆଦିଲ୍ଲୀ: ଜିଓ ନେଟୱର୍କ ୪୨. କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି ସେହିପରି ଚଳିତ ବର୍ଷରୁ ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୪ତମ ସାଧାରଣ ବୈଠକରେ ଉଦବୋଧନ ଦେଇ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏଭଳି କିଛି ଘୋଷଣା କରିଛନ୍ତି ମୁକେଶ କହିଛନ୍ତି ଯେ କମ୍ପାନି ସର୍ବାଧିକ ଜିଏସଟି ଭାଟ୍ (କର) ପୈଠ କରିଛି କୋଭିଡ୍ ସଂକଟ କାଳରେ ମଧ୍ୟ ଆମେ ଜନତାଙ୍କ ସେବା ପାଇଁ ଉତ୍ସର୍ଗ ରହିଛୁ ଏବଂ ଦେଶକୁ ସହାୟତା ଦେବା ଆମର ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ସେହିପରି ମୁକେଶଙ୍କ ପତ୍ନୀ ନୀତା ମଧ୍ୟ ଅନୁରୂପ ମତ ଦେଇଛନ୍ତି ନୂଆ ନିଯୁକ୍ତି ଯୋଗାଇବା, ଦେଶର ସଂକଟ ପରିସ୍ଥିତିରେ ସରକାରଙ୍କୁ ସହଯୋଗ କରିବା ଦେଶ ପାଇଁ କିଛି ନୂଆ କରିବାର ସଂକଳ୍ପ ରଖିଥିବା ଅମ୍ବାନୀ ଦମ୍ପତି ପ୍ରକାଶ କରିଛନ୍ତି କରୋନା ମହାମାରୀ ଆମ ସମସ୍ତଙ୍କୁ ଏକ ପରୀକ୍ଷା କରିନେଇଛି ଆମେ ସତର୍କ ହେବା ସହ ଶିକ୍ଷା ଲାଭ କରିଛୁ ବୋଲି ମୁକେଶ ମତବ୍ୟକ୍ତ କରିଛନ୍ତି