ଭୁବନେଶ୍ୱର କୋର୍ଟ ସିଲ୍ ହେଲା

ଭୁବନେଶ୍ୱର କୋର୍ଟ ସିଲ୍ ହେଲା

ଭୁବନେଶ୍ୱର କୋର୍ଟ ସିଲ୍ ହେଲା। କୋଭିଡ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ କୋର୍ଟକୁ ୭ ଦିନ ପାଇଁ ସିଲ୍ କରାଯାଇଛି । ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରର ୨ ନମ୍ବର ମାର୍କେଟ ବିଲଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଛି । ବିଏମସି ଏବଂ ଡିସିପି ଜୋନାଲ୍ କମିଶନରଙ୍କ ଉପସ୍ଥିତିରେ ମାର୍କେଟକୁ ସିଲ୍ କରାଯାଇଛି ।