ଗ୍ରାମାଞ୍ଚଳରେ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

ଗ୍ରାମାଞ୍ଚଳରେ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

ଗ୍ରାମାଞ୍ଚଳରେ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ଗ୍ରାମାଞ୍ଚଳରେ ସଂକ୍ରମଣ ଅଭିଯୋଗ ଆସିଲେ କ୍ୟାମ୍ପ କରି ଟେଷ୍ଟ କରାଯାଉଛି। ସବୁଆଡେ ସାନିଟାଇଜ କରାଯାଉଛି। ବିଡ଼ିଓ ତହସିଲଦାରଙ୍କ ପ୍ରୟାସରେ ଟିମ କରି ଟେଷ୍ଟ ଓ ସାନିଟାଇଜ କରାଯାଉଛି। ବିରୋଧୀ ସରକାରୀ କାର୍ଯ୍ୟକୁ  ଲୋକଙ୍କ ନିକଟରେ ପହଞ୍ଚାନ୍ତୁ। ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରନ୍ତୁ।ଯଦି କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ତୃଟି ଦେଖାଯାଉଛି ଜଣାନ୍ତୁ।  ଅନ୍ଧାରରେ ବାଡି ବୁଲାନ୍ତୁ ନାହିଁ। ବିଭିନ୍ନ ବ୍ଲକରେ କ୍ଲସ୍ତର  କରି  ଟିଏମସି ଖୋଲାଯାଇଛି। ପଜିଟିଭ ବାହାରିଲେ  ଟିଏମସି ରେ ରହିବେ। ଯେଉଁ ମାନଙ୍କର ଘରେ ସଂଗରୋଧ ରହିବାର  ସୁବିଧା ନାହିଁ ସେମାନେ ରହିପାରିବେ । ଓଡ଼ିଶାର ଶ୍ରମିକ ମାନଙ୍କୁ ବିଭିନ୍ନ ରାଜ୍ୟରେ  ସଠିକ ଭାବେ ରଖାଯାଉନି। ତେଣୁ  ସେମାନେ ଫେରୁଛନ୍ତି।ସର୍ବଦଲୀୟ ବୈଠକରେ  ବିରୋଧିଙ୍କ ମତରୁ  ଯାହା ନିଷ୍କର୍ସ ବାହାରିବ ସରକାର ବିଚାରକୁ ନେବେ। ଅପବାଦ ଦେବା ବିରୋଧିଙ୍କ ଅଭ୍ୟାସ ହୋଇଗଲାଣି। କେଉଁଠି ତୃଟି ରହୁଛି ଜଣାନ୍ତୁ। ପ୍ରବାସୀ ମାନେ ଫେରିବା ପରେ ଗାଁ ରେ ସଂକ୍ରମଣ ବଢୁଛି। କ୍ଲସ୍ତର କରି ଟିଏମ୍ସି କରାଯାଇ ବ୍ୟବସ୍ଥା କରାଯାଉଛି। ଆମେ ଲୋକଙ୍କ ସମସ୍ୟା ବୁଝୁଛୁ। କିପରି ସରକାରୀ  ସୁବିଧା ପହଁଞ୍ଚିବ ବ୍ୟବସ୍ଥା କରୁଛୁ।