ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସାକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ କିମ୍ବା କରନା ସବୁ କ୍ଷେତ୍ରରେ ନବୀନ ଅନ୍ୟମାନଙ୍କ ପାଇଁ ଉଦାହରଣ। ଟିକାରେ ଜିଏଷ୍ଟି ଛାଡ଼ ସେସ ଦେବା ଦାବି ନେଇ କେବଳ ନିଜ ରାଜ୍ୟ ନୁହେଁ ଦେଶର ଅନ୍ୟ ରାଜ୍ୟର ହିତ ପାଇଁ ମଧ୍ୟ ନବୀନ ଙ୍କ ଲଢ଼େଇକୁ ପ୍ରଶଂସା ହୋଇଛି। ଏଥିସହିତ ଅନ୍ୟରାଜ୍ୟକୁ ଅକ୍ସୀଜେନ ଦେଇ ନବୀନ ଆଉ ଏକ ଉଦାହରଣ ପାଲଟିଛନ୍ତି। କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛନ୍ତି। ତେଣୁ ବିରୋଧୀ କଥାକୁ ବୁଝିବା ଦରକାର ରାଜନୈତିକ ଦୃଷ୍ଟିକୋଣରୁ ବିରୋଧ କରି କରନା ସମୟରେ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି କହିଲେ ବିଜେଡି ସାଂସଦ ସୁବାସ ସିଂ।