କୋଭିଡ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୩ ଜିଲ୍ଲାକୁ ୭.୬୨ କୋଟି

କୋଭିଡ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୩ ଜିଲ୍ଲାକୁ ୭.୬୨ କୋଟି

କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଲେ ମୁଖ୍ୟମନ୍ତ୍ରୀ । CMRFରୁ ସମ୍ବଲପୁରକୁ ୪.୬୨ କୋଟି, ପୁରୀକୁ ୨ କୋଟି ଟଙ୍କା ମଞ୍ଜୁର । ସୁବର୍ଣ୍ଣପୁରକୁ ଅତିରିକ୍ତ ଭାବେ ଆଉ କୋଟିଏ ଟଙ୍କାର ପାଣ୍ଠି ମଞ୍ଜୁର । ଏଥରକୁ ମିଶାଇ ପୁରୀକୁ ମିଳିଲାଣି ୧୬.୬୦ କୋଟି ଟଙ୍କା । ଏଯାଏ ସମ୍ବଲପୁରକୁ ୧୬.୧୩ କୋଟି ଓ ସୁବର୍ଣ୍ଣପୁରକୁ ମିଳିଛି ୩.୫ କୋଟି