୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସରେ ଅଛି ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା-ALS । ଭର୍ଚୁଆଲ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ବୋଧନ । ଗୁରୁତର ରୋଗୀଙ୍କ ପରିବହନରେ ଆମ୍ବୁଲାନ୍ସ ସହାୟକ ହେବ । ଏହି ୪୭ଟିକୁ ମିଶାଇ ରାଜ୍ୟରେ ALS ଆମ୍ବୁଲାନ୍ସ ସଂଖ୍ୟା ୧୦୩କୁ ବୃଦ୍ଧି । ୪୭ଟି ନୂଆ ଆମ୍ବୁଲାନ୍ସରୁ ୨୮ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସାମିଲ ହେବ । ଅନ୍ୟ ୧୯ଟି ଆମ୍ବୁଲାନ୍ସ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ ହେବ