ଫ୍ରିଜରେ ପରିବା ରଖିଲେ କ’ଣ ହୋଇଥାଏ

ଫ୍ରିଜରେ ପରିବା ରଖିଲେ କ’ଣ ହୋଇଥାଏ

. ଟମାଟୋକୁ ଫ୍ରିଜରେ ରଖିଲେ ଏହା ଅନ୍ୟ ପରିବାକୁ ନଷ୍ଟ କରି ଦେଇଥାଏ। ତେଣୁ ଏହାକୁ ଦିନରୁ ଅଧ ରଖିବା ଉଚିତ ନୁହେଁ

. ସୋୟା ଏବଂ ଟମାଟୋ ସସ୍କୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ, କାରଣ ଏସବୁକୁ ଫ୍ରିଜରେ ରଖିବା ଦରକାର ପଡ଼େ ନାହିଁ
. କଦଳୀକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହାକୁ ଫ୍ରିଜରେ ରଖିଲେ ଏହା କଳା ପଡିଯାଇଥାଏ ଏବଂ ପାଖରେ ଥିବା ଫଳକୁ ବି କଳା କରି ଦେଇଥାଏ
. କଫିକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହା ଦ୍ୱାରା କଫିର ବାସ୍ନା ନଷ୍ଟ ହୋଇଯାଏ

. ଲେମ୍ବୁରେ ସାଇଟ୍ରିକ ଏସିଡ୍ ରହିଥାଏ। ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ଦରକାର ନାହିଁ। ଫ୍ରିଜରେ ରଖିଲେ ଏହା ଶିଘ୍ର ଶୁଖିଯାଏ
. ଡ୍ରାଏ ଫ୍ରୁଟସ୍ ଯେପରିକି କାଜୁ , ପେସ୍ତା ବାଦାମ, ବାଦାମ କିସ୍ମିସ୍କୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଏ