ଖାଲି ପଡିଥିବା ହୋମଗାର୍ଡ ପଦବୀ ହେବ ବାତିଲ

ଖାଲି ପଡିଥିବା ହୋମଗାର୍ଡ ପଦବୀ ହେବ ବାତିଲ

ବାତିଲ ହେବ ଖାଲି ପଡିଥିବା ହୋମଗାର୍ଡ ପଦବୀ ନିଯୁକ୍ତି । ଏନେଇ ଅଗ୍ନିଶମ, ହୋମଗାର୍ଡ ଓ ପୋଲିସ ଡିଜିକୁ ଚିଠି ଲେଖିଲେ ଗୃହ ବିଭାଗର ଉପ ସଚିବ । ଅର୍ଥ ବିଭାଗ ନିଷ୍ପତ୍ତି କ୍ରମେ ପଦବୀ ବାତିଲ କରିବାକୁ ଲେଖିଲେ ଚିଠି । ଗତ ଫେବୃଆରୀରେ ଅତିରିକ୍ତ ସଚିବ ମଧ୍ୟ ନିଯୁକ୍ତି ବନ୍ଦ ପାଇଁ ପୋଲିସ ଓ ହୋମଗାର୍ଡ ଡିଜିଙ୍କୁ ଲେଖିଥିଲେ ଚିଠ ।