ସୋମବାରରୁ ଶୁକ୍ରବାର ବଜାର ସମ୍ପୂର୍ଣ୍ଣ ସଟଡାଉନ୍

ସୋମବାରରୁ ଶୁକ୍ରବାର ବଜାର ସମ୍ପୂର୍ଣ୍ଣ ସଟଡାଉନ୍

ଭଦ୍ରକ ୨୦କରୋନା ସଂକ୍ରମଣକୁ ନଜରରେ ରଖି ବଜାରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାକୁ ଦେଖି ଭଦ୍ରକ ଜିଲ୍ଲା ଗେଲପୁର ଗ୍ରାମପଞ୍ଚାୟତ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ଗ୍ରାମପଞ୍ଚାୟତ ତରଫରୁ ନଳାଙ୍ଗ ଅଞ୍ଚଳରେ ବୁଦ୍ଧିଜୀବୀ ଓ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି ଏହି ବୈଠକରେ ଭଦ୍ରକ ବ୍ଲକର ନଳାଙ୍ଗ ବଜାରକୁ ଆସନ୍ତା ୨୪ ତାରିଖ ସୋମବାରରୁ ୨୮ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି