ଜୁନ୍ ୧୭ରେ ଆରମ୍ଭ ହେବ OJEE ପରୀକ୍ଷା

ଜୁନ୍ ୧୭ରେ ଆରମ୍ଭ ହେବ OJEE ପରୀକ୍ଷା

ଜୁନ୍ ୧୭ରେ ଆରମ୍ଭ ହେବ OJEE ପରୀକ୍ଷା । ରାଜ୍ୟରେ ଜୁନ୍ ୧୭ ରୁ ୨୪ ଯାଏ ଚାଲିବ OJEE ପରୀକ୍ଷା । CBT ପଦ୍ଧତିରେ ହେବ ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା । ମେ’ ୧୫ ଯାଏ ଚାଲିବ ଅନଲାଇନ୍ ଫର୍ମ ପୂରଣ । ପ୍ରଥମ ସପ୍ତାହରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ ।