ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି। କରୋନାରେ ଜୀବିକା ବିପନ୍ନ ହୋଇ ପଡ଼ିଥିବାରୁ ମାଗଣା ରାର୍ସନ ଘୋଷଣା ହୋଇଥିବା କଥା କହିଛନ୍ତି ମୋଦି। ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯବା ନେଇ ମୋଦି ଘୋଷଣା କରିଛନ୍ତି। ଏହି ମାଗଣା ରାସନ ଦେଶର ୮୦ କୋଟି ଲୋକ ପାଇବେ ବୋଲି ସୂଚନା ମିଳିଛି।