ଆସୁଛି ବାତ୍ୟା ‘ୟଶ୍’

ଆସୁଛି ବାତ୍ୟା ‘ୟଶ୍’

ଭୁବନେଶ୍ୱର: ଆସୁଛି ବାତ୍ୟାୟଶ୍’, ୨୬ରେ ଛୁଇଁବ ଉପକୂଳ ଆସନ୍ତା ୨୨ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ ତେବେ ବାତ୍ୟା ଉତ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏହା ଗତି କରିବା ସମ୍ଭାବନା ରହିଛି ୨୬ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା ୨୧ ରୁ ୨୭ ଯାଏ ବଙ୍ଗୋପସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର