କଟକ ଯୋବ୍ରା ଆନିକଟ ସ୍ଥିତ ମହାନଦୀ କୁ ଡେଁଇଲେ ମହିଳା…

କଟକ ଯୋବ୍ରା ଆନିକଟ ସ୍ଥିତ ମହାନଦୀ କୁ ଡେଁଇଲେ ମହିଳା...

କଟକ ଯୋବ୍ରା ଆନିକଟ ସ୍ଥିତ ମହାନଦୀ କୁ ଡେଁଇଲେ ମହିଳା । ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀ କୁ ଡେଁଇଲେ ମହିଳା ଙ୍କ ସ୍ୱାମୀ ।ଉଭୟ ଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗ । ପାରିବାରିକ କଳହରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଚିକିତ୍ସା ପାଇଁ ଏସ ସି ବି ରେ ଭର୍ତ୍ତି କରାଯାଇଛି ।