ଟେଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ଟେଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା : ବିଷମକଟକ ଥାନା ଝୁମୁରିଗୁଡା ଗ୍ରାମ ନିକଟରେ ଟେଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ମୃତ ଯୁବତୀ ଜଣକ ଝୁମୁରିଗୁଡା ଗ୍ରାମର ବାମି କୃଷିକା କ୍ଷେତି ପୂରଣ ଦାବିରେ ଘଟଣା ସ୍ଥଳରେ ଉତେଜନା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ଯାନବାହନ ଚଳାଚଳ ପ୍ରଭାବିତ ।