ମାଟି ଅତଡା ଧସି ୩ ମହିଳା ମୃତ

ମାଟି ଅତଡା ଧସି ୩ ମହିଳା ମୃତ

ପଡାଗୁଡା ଗାଁ ନିକଟରେ ଚୂନମାଟି ଅତଡା ଧସି ୩ ମୃତ । ୭ ଜଣ ମାଟି ଖୋଳୁଥିବାବେଳେ ଧସିଲା ଅତଡା । ଚୂନମାଟି ଅତଡା ତଳେ ଚାପି ହୋଇଯିବାରୁ ୩ ଜଣଙ୍କର ମୃତ୍ୟୁ । ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ।