ଆଜି ଓଡିଶାରେ ୧୦,୯୩୯ ପଜିଟିଭ ଚିହ୍ନଟ

ଆଜି ଓଡିଶାରେ ୧୦,୯୩୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି ଗତ ୨୪ ଘଣ୍ଟା ରାଜ୍ୟରେ ୧୦ ହଜାର ୯୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ହଜାର ୧୭୮ ଜଣ ସ୍ଥାନୀୟ ଅଞ୍ଚଳରୁ ହଜାର ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ,୧୪,୩୮୦କୁ ବୃଦ୍ଧି ପାଇଛି ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ,୧୦,୫୫୪ ଥିବା ବେଳେ ,୦୧,୨୨୪ ଜଣ ସୁସ୍ଥ ହୋଇଛନ୍ତି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ହଜାର ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୯୨୨, ଅନୁଗୁଳରୁ ୮୧୯, ଢେଙ୍କାନାଳରୁ ୭୬୩, ମୟୂରଭଞ୍ଜରୁ ୬୦୪, ସୁନ୍ଦରଗଡରୁ ୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି