ଆଜି ରାଜ୍ଯ କ୍ଯାବିନେଟ ବୈଠକ

ଜି ରାଜ୍ଯ କ୍ଯାବିନେଟ ବୈଠକ ବସିବାର ଅଛି । ସଂଧ୍ଯାରେ ଏହି କ୍ଯାବିନେଟ ବୈଠକ ବସିବାର ଅଛି। ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ହେଉଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ସରକାର।