ଗ୍ରୀସ ଓ ତୁର୍କୀ ରେ ଭୟଙ୍କର ଭୂମିକମ୍ପ

ଗ୍ରୀସ ଓ ତୁର୍କୀ ରେ ଭୟଙ୍କର ଭୂମିକମ୍ପ

ଗ୍ରୀସ: ଗ୍ରୀସ ଓ ତୁର୍କୀ ରେ ଭୟଙ୍କର ଭୂମିକମ୍ପ।ସମୁଦ୍ର ର ମଝି ହେଉଛି ଭୂମିକମ୍ପ ର କେନ୍ଦ୍ର ସ୍ଥଳ।ସହର ମଧ୍ୟରେ ପଶିଲା ସମୁଦ୍ର ପାଣି ତୁର୍କୀ ଓ ଗ୍ରୀସ ରେ ଭୟଙ୍କର ଭୂମିକମ୍ପ ଓ ସୁନାମୀ। ରିକ୍ଟର ସ୍କେଲ ରେ ଭୂମିକମ୍ପର ତୀବ୍ରତା ୭.୦ ବୋଲି ଜଣାପଡିଛି।ବର୍ତ୍ତମାନ ସୁଦ୍ଧା ମୃତାହତ ଙ୍କ କିଛି ଖବର ମିଳି ନଥିବା ବେଳେ ଭଗ୍ନାବଶେଷ ତଳେ ଅନେକ ପୋତି ହୋଇ ଥିବା ଆଶଙ୍କା କରା ଯାଉଛି।