ଦୂରଦର୍ଶନରେ ପଢ଼ିବେ +୨ ଛାତ୍ରଛାତ୍ରୀ

ଦୂରଦର୍ଶନରେ ପଢ଼ିବେ +୨ ଛାତ୍ରଛାତ୍ରୀ

ଆସନ୍ତା ତାରିଖରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ହେବ କ୍ଲାସ୍ଦିନ ୧୦ଟାରୁ ଆରମ୍ଭ ହେବ ଦୈନିକ ଘଣ୍ଟା କ୍ଲାସ୍ହେବ। ଯାହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରଣ କରାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି