ଆଜି ରାଜ୍ୟରେ ୧୨ ଜୀବନ ନେଲା କରୋନା

ଆଜି ରାଜ୍ୟରେ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର ୨୯: ଆଜି ରାଜ୍ୟରେ ହଜାର ୯୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ କରୋନା ସଂକମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏହି କ୍ରମରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକଆନ୍ତଙ୍କ ମୃତ୍ୟୁ ଘଟିଛି ପୁରୀ ରାୟଗଡାରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଅନୁଗୁଳ, କଟକ, କେନ୍ଦୁଝର ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଗତ ଦିନରେ ରାଜ୍ୟରେ ୭୧ ଜଣଙ୍କର ଜୀବନ ନେଇସାରିଛି କରୋନା ମହାମାରୀ