ଆଜି ରାଜ୍ୟରେ କରୋନା ରେ୨୧ ଜଣଙ୍କ ମୃତ୍ୟୁ

ଆଜି ରାଜ୍ୟରେ କରୋନା ରେ୨୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି ଆଜି କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ସେହିପରି ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ସମ୍ବଲପୁର ସୁନ୍ଦରଗଡ଼ ଜିଲ୍ଲାରୁ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ଏହା ସହ ବରଗଡ଼, ବଲାଙ୍ଗିର, କଟକ କନ୍ଧମାଳ, କେନ୍ଦୁଝର, ନୟାଗଡ଼ମ ନୂଆପଡା, ପୁରୀ ଜିଲ୍ଲାରୁ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ତେବେ ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ହଜାର ୨୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ହଜାର ୮୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ,୧୪୪,୪୦୧କୁ ବୃଦ୍ଧି ପାଇଛି ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ,୦୫,୩୭୫ ଥିବା ବେଳେ ,୩୬,୫୯୫ ଜଣ ସୁସ୍ଥ ହୋଇଛନ୍ତି