2 ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ

2 ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ

ଭୁବନେଶ୍ୱର: 2 ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ । ସୁ ବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି । ଯେଉଁମାନଙ୍କର ଢ଼ହଁ ବିକ୍ରି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କୁ ଟୋକାନ ଦିଆଯାଉଛି । ଅଲଫାବେଟିକ ଅନୁସାରେ ଟୋକାନ ଦିଆଯାଉଛି । ଯେଉଁମାନେ ଟୋକାନ ପାଇଁ ପଞ୍ଜିକରଣ କରିଛନ୍ତି କୌଣସି ଅସୁବିଧା ହେବନାହିଁ ସମସ୍ତଙ୍କୁ ଟୋକାନ ଦିଆଯିବ । ଏ ପର୍ଯ୍ୟନ୍ତ 46 ହଜାର 600 ମେଟ୍ରିକ ଟନ ଧାନ କିଣା ଯାଇଛି । 2 ଦିନରେ କିଣା ଯାଇଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ଆରମ୍ଭ ହୋଇଛି ଧାନ କିଣା । ଚଳିତ ବର୍ଷ 71 ଲକ୍ଷ ମେଟ୍ରିକ ଟନ ଧାନ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହାଠାରୁ ଅଧିକ ଧାନ ଚାଷୀଙ୍କ ପାଖରେ ରୁହେ ତେବେ ତାହା ମଧ୍ୟ କିଣିବା ନେଇ ସରକାର ବ୍ୟବସ୍ଥା କରିବେ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଗାଣ ମନ୍ତ୍ରୀ