ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୨ଟି ଗେଟ୍

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୨ଟି ଗେଟ୍

ହୀରାକୁଦ ଜଳ ଭଣ୍ଡାର ର ଆଉ ଦୁଇଟି ଗେଟ ବନ୍ଦ ହେଲା। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ 9 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ବାମ ପଟର 7 ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପଟର 2 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ଉପର ମୁଣ୍ଡରୁ 1 ଲକ୍ଷ 93 ହଜାର 483 କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ 2 ଲକ୍ଷ 21 ହଜାର 099 କିଉଷେକ ଜଳ ନିଷ୍କାସନ କରାଯାଉଛି।।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ର ଜଳ ସ୍ତର 623.97 ରହିଛି।ହୀରାକୁଦ ଜଳଭଣ୍ଡାର ର ଜଳ ଧାରଣ କ୍ଷମତା ହେଉଛି 630 ଫୁଟ।