ରାଜଧାନୀରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଦୁଇଟି ମଶାଣି। ବିଏମସି କମିଶନର ଙ୍କ ସୂଚନା।

ରାଜଧାନୀରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଦୁଇଟି ମଶାଣି। ବିଏମସି କମିଶନର ଙ୍କ ସୂଚନା।

ଭୁବନେଶ୍ୱର: ଭୁବନେଶ୍ବରରେ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ । ସତ୍ୟନଗର ପରେ ପଟିଆ ଓ ଖଣ୍ଡଗିରିରେ ହେବ ଏହି ଶ୍ମଶାନ । ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେଉଛି । ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି । ଏନେଇ ଆଜି ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।