ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆଜି ଦୁର୍ଗାପୁର ସ୍ଥିତ ପାନାଗଡ଼ ଇଣ୍ଡଷ୍ଟ୍ରିଆଲ ପାର୍କର ଥିବା ମେଟ୍ରିକ୍ସ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ୍ ପରିଦର୍ଶନ କରିବେ

• ଦୁର୍ଗାପୁର ଠାରେ ଗଣମାଧ୍ୟମକୁ ସାକ୍ଷାତକାର

• ଆସନ୍ତାକାଲି ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ତୈଳ ବିପଣନ କମ୍ପାନୀଙ୍କ ସହ ଆଲୋଚନା

• ହଳଦିଆର ଆଇଓସିଏଲ ରିଫାଇନାରୀ ପରିଦର୍ଶନ ସହ କର୍ମଚାରୀଙ୍କ ସହ ଆଲୋଚନା

• ହଳଦିଆ ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନ ଗସ୍ତ କରି ସମୀକ୍ଷା କରିବେ

• ତୃତୀୟ ଦିନରେ ହଳଦିଆ ଠାରେ ତୈଳ ଓ ଗ୍ୟାସ କମ୍ପାନୀର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ

• ହଳଦିଆ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ ହେବାକୁ ଥିବା ତୈଳ, ଗ୍ୟାସ ଓ ସଡ଼କ ବିଭାଗର ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦାନ