ଉତ୍ତର ପ୍ରଦେଶ ଗଂଦୁଷ୍କର୍ମ ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ଉତ୍ତର ପ୍ରଦେଶ ଗଂଦୁଷ୍କର୍ମ ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଗଂଦୁଷ୍କର୍ମ ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଏହାକୁ ଆମେ ନିନ୍ଦା କରୁଛୁ। ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ଯୋଗୀ ସରକାରଙ୍କ ହାତବାରିସୀ ସାଜିଛି। ଜିଲ୍ଲାପାଳ ବିବୃତି ବଦଳାଉଛନ୍ତି। ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଆମେ ଦାବି କରୁଛୁ। ନ ହେଲେ ମହିଳା ରାଜରାସ୍ତାକୁ ଓଲ୍ହାଇବେ। ଆନ୍ଦୋଳନ ଦିଲ୍ଲୀ ଯାଏ ଯିବ।