କଟକର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା

କଟକର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା

କଟକ ମହାନଗର ନିଗମ କମିସନର ଅନନ୍ୟା ଦାସଙ୍କ ସୂଚନା କଟକର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସନ୍ତା ସପ୍ତାହରୁ ୧୮ରୁ ୪୪ ବର୍ଷ ବୟସର ସରକାରୀ କର୍ମଚାରୀଙ୍କୁ ନିଜ ଅଫିସରେ ଦିଆଯିବ କୋଭିଡ ଟିକା