ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ପ୍ରେସ୍ ବିଜ୍ଞପ୍ତି ଉପରେ ଥରେ ନଜର ପକାନ୍ତୁ ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ପ୍ରେସ୍ ବିଜ୍ଞପ୍ତି ଉପରେ ବି ଥରେ ନଜର ପକାନ୍ତୁ ।

ବର୍ଷା-ଅନୁଭବ ବିଦାଦ ଭିତରେ ପୁଣି ଆସିଲା ବର୍ଷାଙ୍କ ଆଉ ଏକ ବାର୍ତ୍ତା । ଯେଉଁଥିରେ ବର୍ଷା ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କୌଣସି ବି ସ୍ଥିତିରେ ବାପଘରକୁ ଯିବି ନାହିଁ । ମୁଁ ଅନୁଭବଙ୍କୁ ବାହା ହୋଇଛି ଏବଂ ସମ୍ପୁର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି । ଶାଶୁ ଘରେ ରହି ଆଇନ ଦ୍ୱାରା ସମସ୍ୟାର ସମାଧାନ କରିବି ।