ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କୋରୋନା ପଜିଟିଭ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କିନ୍ତୁ ଉପରାଷ୍ଟ୍ରପତିଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା। ସେ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି।

ଅନ୍ୟପଟେ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। କିନ୍ତୁ ସେଲ୍ଫ ଆଇସୋଲେସନରେ ସେ ରହିଛନ୍ତି।  ଏନେଇ ଟ୍ବିଟ୍ ଯୋଗେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିିଳିଛି।