ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ଵର ଥାନାର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ଥାନା ପରିସରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ପୂର୍ବରୁ ଡ୍ରଗ୍ସ ମାଫିଆଙ୍କ ଠାରୁ ଲାଂଚ ନେବା ଅଭିଯୋଗ ରେ ନିଲମ୍ବିତ ହୋଇଛନ୍ତି ।ଭୁବନେଶ୍ବର ଶୈଲେଶ୍ଵରୀ ବିହାର ଘର , କଟକ ରେ ଦୁଇଟି ଜଗା , ନରସିଂହ ପୁର ଶଶୁର ଘର ସହିତ ଏକ କାଳୀନ ସାତଟି ଜଗା । ଶୈଳଶ୍ରୀ ବିହାର, ପ୍ଲଟ ନମ୍ବର ୩୦୧, ଜିଏ ପ୍ଲଟ ।