ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ 24 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ବାମ ପଟର 15 ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପଟର 9 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ଉପର ମୁଣ୍ଡରୁ 3 ଲକ୍ଷ 40 ହଜାର 206 କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ 4 ଲକ୍ଷ 03 ହଜାର 735 କିଉଷେକ ଜଳ ନିଷ୍କାସନ କରାଯାଉଛି।।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ର ଜଳ ସ୍ତର 625.21 ରହିଛି।ହୀରାକୁଦ ଜଳଭଣ୍ଡାର ର ଜଳ ଧାରଣ କ୍ଷମତା ହେଉଛି 630 ଫୁଟ।