ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ 24 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ 24 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ରୁ 24 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ବାମ ପଟର 15 ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପଟର 9 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ।ଉପର ମୁଣ୍ଡରୁ 3 ଲକ୍ଷ 40 ହଜାର 206 କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ 4 ଲକ୍ଷ 03 ହଜାର 735 କିଉଷେକ ଜଳ ନିଷ୍କାସନ କରାଯାଉଛି।।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ର ଜଳ ସ୍ତର 625.21 ରହିଛି।ହୀରାକୁଦ ଜଳଭଣ୍ଡାର ର ଜଳ ଧାରଣ କ୍ଷମତା ହେଉଛି 630 ଫୁଟ।