ନଭେମ୍ବର 20 ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ସହିତ ଅଧିବେଶନ ।

ନଭେମ୍ବର 20 ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଚାଲିବ ସହିତ ଅଧିବେଶନ ।

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୩୧ ତାରିଖ ଯାଏ ଅଧିବେଶନ ଚାଲିବ । ୨୦ରେ ଅତିରିକ୍ତ ବଜେଟ ଆଗତ ହେବ । ୨୬,୨୭ ଓ ୨୮ରେ ବଜେଟ ଉପରେ ଆଲୋଚନା ହେବ ଓ ୨୯ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।