ଭୁବନେଶ୍ୱର: ରାଜ୍ୟରେ ଆଉ ୩୩୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୨୭,୬୧୫ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 3342 Covid patients have recovered and are being discharged on 11.10.2020
511 from Khordha
366 from Cuttack
362 from Mayurbhanj
288 from Anugul
155 from Jajapur
131 from Kendrapara
104 from Bargarh
103 from Puri
93 from Sambalpur
89 from Keonjhar
84 from Bhadrak— H & FW Dept Odisha (@HFWOdisha) October 11, 2020