ଭୁବନେଶ୍ୱର: ରାଜ୍ୟରେ ଆଉ ୩୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୩୩,୪୬୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 3607 Covid patients have recovered and are being discharged on 17.09.2020
1037 from Khordha
415 from Puri
299 from Cuttack
140 from Bolangir
128 from Mayurbhanj
127 from Jajapur
112 from Baleswar
107 from Sundargarh
105 from Jagatsinghpur
104 from Nabarangpur— H & FW Dept Odisha (@HFWOdisha) September 17, 2020